ବାରୀ Bārī

  • ସଂ. ବି. ସ୍ତ୍ରୀ. (ବାରି ଧାତୁ+ଈ) — ବାରି; ଜଳ — Water
  • ସଂ. ବି. ସ୍ତ୍ରୀ. (ବାରି ଧାତୁ+ଈ) — କୁମ୍ଭ; ମାଠିଆ — Waterpot water jar
  • ସଂ. ବି. ସ୍ତ୍ରୀ. (ବାରି ଧାତୁ+ଈ) — ଗଜବନ୍ଧନ ରଜ୍ଜୁ (ହି. ଶ.) — A rope for fastening an elephant
  • ସଂ. ବି. ସ୍ତ୍ରୀ. (ବାରି ଧାତୁ+ଈ) — ଗଜଶାଳା — A house where elephants are kept