ବାରିଯନ୍ତ୍ର Bāri j̄antra

  • ସଂ. ବି — ଜଳଯନ୍ତ୍ର — water-mill
  • ସଂ. ବି — ଜଳର ଉତ୍ସ ବା ଫୁଆରା — Artificial fountain
  • ସଂ. ବି — ବାରିଯନ୍ତ୍ର ପରି ଯହିଁ, ନିୟତ ଗଙ୍ଗା ବହି— ଭଞ୍ଜ. ବୈଦେହୀଶବିଳାସ।