ବାରିତ୍ରା Bāritrā

  • ସଂ. ବି. (ବାରି+ତ୍ରୈ ଧାତୁ+କର୍ତ୍ତୃ. ଅ+ଆ; ଯାହା ଜଳରୁ ମନୁଷ୍ୟକୁ ରକ୍ଷା କରେ; ତୁଳ ଆତପତ୍ର; ତୁଳନାକର; ଇଂ ୱାଟର୍ ଫ୍ରୁଫ୍ —Water proof) ଛତା; ଆତପତ୍ର — Umbrella (Apte)