ବାରିତସ୍କର Bāritaskara

  • ସଂ. ବି ( 6 ଷ୍ଠୀ ତତ୍; ବାରି+ତସ୍କର) — ମେଘ — Cloud (Apte)
  • ସଂ. ବି ( 6 ଷ୍ଠୀ ତତ୍; ବାରି+ତସ୍କର) — ସୂର୍ଯ୍ୟ — The sun (Apte)