ବାରି ହେବା Bāri hebā

  • ଦେ. କ୍ରି — ଜାଣି ହେବା; ବାରଣ ପଡ଼ିବା; ପ୍ରଭେଦ ଜଣାପଡ଼ିବା — To be discriminated; to be distinguished from
  • ଦେ. କ୍ରି — ବାରିନୋହେ ଭିନ୍ନ କରି ଯଥା ବିଚିତର ବାରି ପୁନଃ ପୁନଃ ତରବାରିମାନ ପ୍ରହାର—ଭଞ୍ଜ. ବୈଦେହୀଶବିଳାସ।