ବାରି ବୋଟ Bāri boṭa
- ଦେ. ବି—(ସଂ. ବାର+ଇଂ. ବୋଟ) — ଯେଉଁ ବୋଟ ବା ଡଙ୍ଗା ସପ୍ତାହର ନିର୍ଦ୍ଦିଷ୍ଟ ଓ ବିଜ୍ଞାପିତ ଦିନରେ ବା ଦିନମାନଙ୍କରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ କେନାଲରେ ବା ଜଳପଥରେ ଯାତ୍ରୀ ଓ ମାଲମାନ ଭଡ଼ାରେ ନିଆଅଣା କରେ — A service boat carrying passengers and goods from one place to another on fixed week days