ବାରାଣସେୟ Bārāṇaseya

  • ସଂ. ବିଣ. (ବାରାଣସୀ+ଭବାର୍ଥେ. ଏୟ) — ବାରଣସୀ ସମ୍ବନ୍ଧୀୟ — Relating to Benares
  • ସଂ. ବିଣ. (ବାରାଣସୀ+ଭବାର୍ଥେ. ଏୟ) — ବନାରସୀ; ବାରାଣସୀଜାତ; କାଶୀରେ ନିର୍ମିତ — Produced in Benares; belonging to Benares