ବାରରାତ୍ର Bārarātra

  • ଦେ. ବି. (ପ୍ରା. ବାରହ+ସଂ. ରାତ୍ରି) — ସନ୍ତାନ ଜନ୍ମ କରିବାର ଦ୍ୱାଦଶ ଦିବସରେ ପ୍ରସୂତିରେ ସ୍ନାନାଦି କ୍ରିୟା ଓ ତଦୁପଲକ୍ଷେ କରାଯିବା ଉତ୍ସବ — The ceremony done and bath taken by the mother on the 12th day's of a child's birth