ବାରମିଶା Bāramiṡā

  • ଦେ. ବିଣ (ପ୍ରା. ବାରହ+ସଂ. ମିଶିତ୍ର) — ଯହିଁରେ ବହୁ ବସ୍ତୁ ବା ପ୍ରକାର ପଦାର୍ଥ ମିଶିଥାଏ — Consisting of a mixture of many things or kinds
  • ଦେ. ବିଣ (ପ୍ରା. ବାରହ+ସଂ. ମିଶିତ୍ର) — (ଯଥା—ବାରମିଶା ଧାନ, ବାରମିଶାଣି ଶାଗ।)