ବାରମାସୀ ଗୀତ Bāramāsī gīta
- ଦେ. ବି — ବାରମାସରେ ବା ବର୍ଷକର ପ୍ରତ୍ୟେକ ମାସରେ ବିରହିଣୀର ବିରହାନୁଭୂତିଜ୍ଞାପକ କବିତା ବା ଗୀତ — A class of songs mentioning the loving thoughts occuring to the mind of a separated lover (woman) during every month of the year
- ଦେ. ବି — ବର୍ଷର ପ୍ରତିମାସର ବର୍ଣ୍ଣନା ଉଲ୍ଲେଖ କରି ଦେବତାଙ୍କ ଉଦ୍ଦେଶ୍ୟରେ ରଚିତ ଗୀତ — A class of songs composed in honour of a Deity mentioning every month of the year
- ଦେ. ବି — ବର୍ଷରେ ପ୍ରତ୍ୟେକ ମାସର ପ୍ରକୃତି ବର୍ଣ୍ଣନାତ୍ମକ ପଦ୍ୟ — Song describing the natural sceneries during all the months of the year