ବାରବାଣୀ ସୁନା Bārabāṇī sunā

  • ଦେ. ବି — ଉତ୍କୃଷ୍ଟ ସୁନା; ଖାଣ୍ଟି ସୁନା — Excellent gold; pure gold
  • ଦେ. ବି — ମୂହୁର୍ମୂହୁ କଷି କରୁଥାଇ ବାରବାଣୀ ସୁନା ଦର୍ପ ଚୂନା। ରାଧାନାଥ. ଯଯାତି।