ବାରବାଣି Bārabāṇi

  • ସଂ. ବି — ବଂଶୀ ବଜାଇବା ଲୋକ — A piper; a player on a flute (Apte)
  • ସଂ. ବି — ବାଜା— ଦାର୍ — Musician (Apte)
  • ସଂ. ବି — ବର୍ଷ — Year (Apte)
  • ସଂ. ବି — ବିଚାରପତି — A Judge (Apte)