ବାରଦୁଆରୀ Bāra duārī
- ଦେ. ବିଣ. ସ୍ତ୍ରୀ — ବାର ଘର ବୁଲୀ; ଯେଉଁ ସ୍ତ୍ରୀ ଆଶ୍ରୟଲାଭାର୍ଥ ବହୁଲୋକଙ୍କ ଘରକୁ ଯାଏ — (woman) Visiting many houses for shelter or alms
- ଦେ. ବିଣ. ସ୍ତ୍ରୀ — କୁଳଟା; ଯେଉଁ ସ୍ତ୍ରୀ ଇନ୍ଦ୍ରିୟବୃତ୍ତି ଚରିତାର୍ଥ କରିବା ପାଇଁ ବହୁଲୋକଙ୍କ ଦ୍ୱାରସ୍ଥ ହୁଏ — (a woman) Visiting various houses for adultery
- ଦେ. ବିଣ. ସ୍ତ୍ରୀ — [ଦ୍ର—ମନ୍ଦ ଅର୍ଥରେ ଏ ଶବ୍ଦ ଗାଳିରେ ବ୍ୟବହୃତ ହୁଏ। ବାର ଘର ବୁଲା କୁତା—ପୁଂ, ବାର ଘର ବୁଲୀ କୁତ୍ତୀ—ସ୍ତ୍ରୀ। ବାର ଦୁଆର ବୁଲା କୁତା—ପୁଂ, ବାର ଦୁଆର ବୁଲୀ କୁତ୍ତୀ—ସ୍ତ୍ରୀ। ଗାଳିରେ ବ୍ୟବହୃତ ହୁଏ।]