ବାରଣ Bāraṇa
- ସଂ. ବି.—(ବୃ. ଧାତୁ. ଣିଚ୍; ବାରି ଧାତୁ+ଭାବ. ଅନ) — ନିଷେଧ; ନିବାରଣ — Prevention; prohibition
- ସଂ. ବି.—(ବୃ. ଧାତୁ. ଣିଚ୍; ବାରି ଧାତୁ+ଭାବ. ଅନ) — ନିବୃତ୍ତି — Cessation
- ସଂ. ବି.—(ବୃ. ଧାତୁ. ଣିଚ୍; ବାରି ଧାତୁ+ଭାବ. ଅନ) — ରୋଧ — Obstruction
- ସଂ. ବି.—(ବୃ. ଧାତୁ. ଣିଚ୍; ବାରି ଧାତୁ+ଭାବ. ଅନ) — (+କରଣ. ଅ) ସେତୁ; ବନ୍ଧ — A dam
- ସଂ. ବି.—(ବୃ. ଧାତୁ. ଣିଚ୍; ବାରି ଧାତୁ+ଭାବ. ଅନ) — ପ୍ରଭେଦ — Distinction; differentiation
- ସଂ. ବି.—(ବୃ. ଧାତୁ. ଣିଚ୍; ବାରି ଧାତୁ+ଭାବ. ଅନ) — ସାଞ୍ଜୁ — Coat of mail; armour
- ସଂ. ବି.—(ବୃ. ଧାତୁ. ଣିଚ୍; ବାରି ଧାତୁ+ଭାବ. ଅନ) — (+କର୍ତ୍ତୃ. ଅନ) ହସ୍ତୀ — Elephant
- ସଂ. ବି.—(ବୃ. ଧାତୁ. ଣିଚ୍; ବାରି ଧାତୁ+ଭାବ. ଅନ) — ଅଙ୍କୁଶ — A hook
- ସଂ. ବି.—(ବୃ. ଧାତୁ. ଣିଚ୍; ବାରି ଧାତୁ+ଭାବ. ଅନ) — (+କରଣ. ଅନ) ହାତୀର ଅଙ୍କୁଶ — A hook or goad used to control elephants
- ଦେ. ବି — ବାଡ଼ — Partition wall; fence
- ଦେ. ବି — ଭେଦ ଜ୍ଞାନ — Idea of distinction
- ଦେ. ବି — ତେତେବେଳେ ଗୁରୁ ଶିଷ୍ୟ ବାରଣ ନ ଯିବେ— ପ୍ରାଚୀ. ବ୍ରହ୍ମନିରୂପଣ ଗୀତା।