ବାରଣ କରିବା Bāraṇa karibā
- ଦେ. କ୍ରି—(ସଂ. ବାରଣ) — ମନା କରିବା; ନିଷେଧ କରିବା; ବାରିବା — To forbid; to prohibit
- ଦେ. କ୍ରି—(ସଂ. ବାରଣ) — ବାଧା ଦେବା — To prevent; to obstruct
- ଦେ. କ୍ରି—(ସଂ. ବାରଣ) — ଦୁଇ ସ୍ଥାନ ମଝିରେ ବାଡ଼ ଦେବା — To set up a fence or partition wall
- ଦେ. କ୍ରି—(ସଂ. ବାରଣ) — ଭେଦାଭେଦ କରିବା — To distinguish; to observe any distinction; to differentiate