ବାରଜ Bāraja
- ଦେ. ବିଣ—(ସଂ. ବର୍ଜ୍ୟ, ବର୍ଜ୍ଜିତ ବା ବାର୍ଯ୍ୟ) — ବର୍ଜିତ; ତ୍ୟକ୍ତ — Abandoned
- ଦେ. ବିଣ—(ସଂ. ବର୍ଜ୍ୟ, ବର୍ଜ୍ଜିତ ବା ବାର୍ଯ୍ୟ) — ପୃଥକରୂପେ ଚିହ୍ନିତ — Distinguished-
- ଦେ. ବିଣ—(ସଂ. ବର୍ଜ୍ୟ, ବର୍ଜ୍ଜିତ ବା ବାର୍ଯ୍ୟ) — ପୃଥକ୍ କୃତ — Separated
- ଦେ. ବିଣ—(ସଂ. ବର୍ଜ୍ୟ, ବର୍ଜ୍ଜିତ ବା ବାର୍ଯ୍ୟ) — ଏକଘରିଆ କରାଯାଇ ଥିବା; ସମାଜଚ୍ୟୁତ — Excommunicated; out-casted
- ବି. (ସଂ. ବାର) ବାରଣ — Prevention
- ବି. (ସଂ. ବାର) ବାଧା — Obstruction; obstacle
- ବି. (ସଂ. ବାର) ପ୍ରଭେଦ — Distinction
- ବି. (ସଂ. ବାର) ଦୁଇ ସ୍ଥାନ ମଧ୍ୟରେ ବ୍ଯବଧାନ ବାଡ଼ — A partitioning force between two places