ବାରଜାତ୍ରା Bārajātrā

  • ଗ୍ରା. ବି.—(ସଂ. ଦ୍ୱାଦଶ+ରାତ୍ର) — ସନ୍ତାନ ଜନ୍ମର ଦ୍ୱାଦଶ ଦିନ ଓ ସେ ଦିନର କର୍ତ୍ତବ୍ୟ କର୍ମ — The twelveth day of a child-birth and the acts done that day
  • ଗ୍ରା. ବି.—(ସଂ. ଦ୍ୱାଦଶ+ରାତ୍ର) — [ଦ୍ର—ଏ ଦିନ ପ୍ରସୂତୀ ନଖ କଟାନ୍ତି ଓ ସ୍ନାନ କରି ଅଶୌଚରୁ ମୁକ୍ତ ହୁଅନ୍ତି।]