ବାର ସ୍ୱତି Bāra swati

  • ଦେ. ବି. (ସଂ. ବାର ସ୍ପତି= ବୃହସ୍ପତି ସମ୍ବନ୍ଧୀୟ; ବାର୍ହସ୍ପତ୍ୟ= ବୃହସ୍ପତି ଶିଷ୍ୟ) — ବ୍ରହ୍ମାଙ୍କ ପୁର — The city of Brahmā
  • ଦେ. ବି. (ସଂ. ବାର ସ୍ପତି= ବୃହସ୍ପତି ସମ୍ବନ୍ଧୀୟ; ବାର୍ହସ୍ପତ୍ୟ= ବୃହସ୍ପତି ଶିଷ୍ୟ) — ବାର ମଧ୍ୟେ ପୁର ଶୁଭ ଶିଳ୍ପୀ ଯେ ବାରୁସ୍ପତି ଲକ୍ଷ୍ୟ କରି କଳ୍ପି ଯେ । ଭଞ୍ଜ, ବୈଦେହୀଶବିଳାସ
  • ଦେ. ବି. (ସଂ. ବାର ସ୍ପତି= ବୃହସ୍ପତି ସମ୍ବନ୍ଧୀୟ; ବାର୍ହସ୍ପତ୍ୟ= ବୃହସ୍ପତି ଶିଷ୍ୟ) — ସ୍ୱର୍ଗ — Heaven
  • ଦେ. ବି. (ସଂ. ବାର ସ୍ପତି= ବୃହସ୍ପତି ସମ୍ବନ୍ଧୀୟ; ବାର୍ହସ୍ପତ୍ୟ= ବୃହସ୍ପତି ଶିଷ୍ୟ) — ବୋଲନ୍ତି ଶୁଣ ସୁରପତି ବେଗେ ତୁ ଛାଡ଼ ବାରସ୍ପତି। ଜଗନ୍ନାଥ. ଭାଗବତ।
  • ଦେ. ବି. (ସଂ. ବାର ସ୍ପତି= ବୃହସ୍ପତି ସମ୍ବନ୍ଧୀୟ; ବାର୍ହସ୍ପତ୍ୟ= ବୃହସ୍ପତି ଶିଷ୍ୟ) — ଇନ୍ଦ୍ରପୁରୀ; ଅମରାବତୀ — The capital of Indra