ବାର ସ୍ତିରୀ Bāra stirī

  • ଗ୍ରା. (ପଦ୍ୟ) ବି. ସ୍ତ୍ରୀ. (ସଂ. ବାର ସ୍ତ୍ରୀ) — ବେଶ୍ୟା; କୁଳଟା — Prostitute; adulteress
  • ଗ୍ରା. (ପଦ୍ୟ) ବି. ସ୍ତ୍ରୀ. (ସଂ. ବାର ସ୍ତ୍ରୀ) — ସ୍ତିରୀ ହୋଇ ଯେବେ କରଇ ବହୁ ପତି ତାହାକୁ ବାର ସ୍ତିରୀ ସମସ୍ତେ କହନ୍ତି। କୃଷ୍ଣସିଂହ. ମହାଭାରତ ଆଦି।