ବାର ଭାଇଆ Bāra bhāiā
- ଦେ. ବିଣ. — ତିନି ଥେଣ୍ଟିଆ; ବାରଜଣ ଭାଇ ବା ମାଲିକଙ୍କ ଅଧିକୃତ; ବହୁସ୍ୱାମିକ (ସମ୍ପତ୍ତି) — (Property) Belonging to many coshares
- ଦେ. ବିଣ. — ବହୁ ଭ୍ରାତୃ ସମନ୍ୱିତ (ପରିବାର) — (a family) Consisting of many brothers
- ଦେ. ବିଣ. — ଯେଉଁ କାର୍ଯ୍ୟରେ ବା ବିଷୟରେ ଅନେକ ଲୋକଙ୍କର ସମ୍ପର୍କ ଥିବାରୁ କାହା ଉପରେ ନିର୍ଦ୍ଦିଷ୍ଟ ଦାୟିତ୍ୱ ନ ଥାଏ — (a work) Concerning many people and in which no particular person is responsible or particularly interested