ବାର ବାଣୀ Bāra bāṇī

  • ଦେ. ବିଣ.—(ସଂ. ବାରବର୍ଣ୍ଣ; କିମ୍ବା ସଂ. ଦ୍ୱାଦଶ ପ୍ରା. ବାରହ=ଦ୍ୱାଦଶାଦିତ୍ୟଙ୍କ ବର୍ଣ୍ଣପରି ଉଜ୍ଜ୍ୱଳ) — ସୁନ୍ଦର ବା ଉତ୍କୃଷ୍ଟ ବା ଉଜ୍ଜ୍ୱଳ ରଙ୍ଗବିଶିଷ୍ଟ — Shining; having bright colour