ବାର ବଫାତ୍ Bāra bafāt

  • ବୈଦେ. ବି. (ଆ. ବାରହ୍ ବଫାତ୍) ହଜ୍ରତ୍ ମହମ୍ମଦଙ୍କ ମାରାତ୍ମକ ପୀଡ଼ାର 12 ଦିବସ — ହଜ୍ରତ୍ ମହମ୍ମଦଙ୍କ ମାରାତ୍ମକ ପୀଡ଼ାର12ଦିବସ— The twelve days of Mahommad's mortal illness
  • ବୈଦେ. ବି. (ଆ. ବାରହ୍ ବଫାତ୍) [ଦ୍ର—ଏହାକୁ ମୁସଲମାନ୍ମାନେ ପର୍ବ ରୂପେ ପ୍ରତି ବର୍ଷ ପାଳନ୍ତି। ଏ ମୁସଲମାନୀ 3 ୟ ମାସ ରବିଉଲ୍ ଅଉଅଲ୍ରେ ପଡ଼େ। ଏହି ପୀଡ଼ାର ଫଳରେ ମହମ୍ମଦ ଦେହ— ତ୍ୟାଗ କରିଥିଲେ।] — [ଦ୍ର—ଏହାକୁ ମୁସଲମାନ୍ମାନେ ପର୍ବ ରୂପେ ପ୍ରତି ବର୍ଷ ପାଳନ୍ତି ଏ ମୁସଲମାନୀ3ୟ ମାସ ରବିଉଲ୍ ଅଉଅଲ୍ରେ ପଡ଼େ ଏହି ପୀଡ଼ାର ଫଳରେ ମହମ୍ମଦ ଦେହ— ତ୍ୟାଗ କରିଥିଲେ]