ବାର ଦୁଆରି Bāraduāri
- ଦେ. ବିଣ. ପୁଂ. — ବାରଘର ବୁଲା; ଯେ ଆଶ୍ରୟ ବା ଭିକ୍ଷାଲାଭାର୍ଥ ବହୁଲୋକଙ୍କ ଦ୍ୱାରରେ ଉପସ୍ଥିତ ହୁଏ — Knocking at the doors of various persons for shelter or alms
- ଦେ. ବିଣ. ପୁଂ. — (କୁକୁର— ମାନେ ଅଇଁଠା ପତ୍ର ଚାଟିବା ପାଇଁ ବହୁ ଲୋକଙ୍କ ଦୁଆରକୁ ଯିବା ପରି) ଯେଉଁ ଲୋକ ବହୁଲୋକଙ୍କ ଦୁଆରେ ବୁଲୁଥାଏ — (a person) Visiting various houses (like a dog going to eat the leavings of dinners at the doors of many persons); loafing