ବାର ଦୁଆର ବୁଲିବା Bāra duāra bulibā
- ଦେ. କ୍ରି — ଏ ଦୁଆର ସେ ଦୁଆର ବୁଲିବା — To go from door to door (abegging)
- ଦେ. କ୍ରି — ଭିକ୍ଷାର୍ଥ ବା ଆଶ୍ରୟାର୍ଥ ବା ସାହାଯ୍ଯ ଲାଭାର୍ଥ ଅନେକ ବ୍ୟକ୍ତିଙ୍କ ଦ୍ୱାରସ୍ଥ ହେବା — To approach or visit the doors of many people for shelter or alms; to knock at the door of various people