ବାର ଜାତି Bārajāti

  • ଦେ. ବି — ବହୁ ଜାତି — Many castes
  • ଦେ. ବି — ଅନେକ ଜାତୀୟ ବ୍ୟକ୍ତି — People of various castes
  • ଦେ. ବି — ବାର ଜାତି ତେର ଗୋଲା ବଇଷମ ହେଲେ ସବୁ ଗଲା। ଢଗ।
  • ବିଣ, — ବାରଜାତିଆ (ଦେଖ) — Bārajātiā (See)