ବାର ଗୋଡ଼ିଆ Bāra goṟḍ̠iā
- ଦେ. ବିଣ. — ଯେଉଁ ନାହାରେ ବାର ଗୋଟି କନ୍ଦି ବା ବଖରା ଥାଏ — A country-boat having 12 compartments
- ଦେ. ବିଣ. — ତାର ନିଜର କୋଡ଼ିଏ ସରିକି ବାରଗୋଡ଼ିଆ ପନ୍ଦରଗୋଡ଼ିଆ କୁଶଳୀ ଚକଚକିଆ ନାଆ ଅଛି। ଫକୀରମୋହନ ଗଳ୍ପସ୍ୱଳ୍ପ।
- ଦେ. ବିଣ. — [ଦ୍ର—ଏହିପରି ପାଞ୍ଚ ଗୋଡ଼ିଆ. ସାତଗୋଡ଼ିଆ, ଦଶଗୋଡ଼ିଆ, ପନ୍ଦର ଗୋଡ଼ିଆ ଶବ୍ଦ ନାହା ସମ୍ବନ୍ଧେ ବ୍ୟବହୃତ ହୁଏ।]