ବାର ଗାଣ୍ଡିଆ ଚଢ଼େଇ Bāra gāṇḍiā chaṟḍ̠ei

  • ପ୍ରାଦେ. (ଗଡ଼ଜାତ) ବି. — ଘରଚଟିଆ ଠାରୁ ଛୋଟ ଏକପ୍ରକାର ଚଢ଼େଇ — Wren; babbler
  • ପ୍ରାଦେ. (ଗଡ଼ଜାତ) ବି. — [ଦ୍ର—ଏମାନଙ୍କର ଲାଞ୍ଜ ନାଲି ମିଶା କଳା ଓ ପିଠି ପଟେ ଟେକି ହୋଇ ଥାଏ। ଏମାନେ ମଧୁର ସ୍ୱର କରନ୍ତି; ବସିବା ବେଳେ ଲାଞ୍ଜ ହଲାଉଥାନ୍ତି।]