ବାର ଖଡ଼ି Bāra khaṟḍ̠i
- ସଂ. ବି (ସଂ. ଦ୍ୱାଦଶ; ପ୍ରା. ବାର+ସଂ. ଖଟ୍ଟୀ; ପ୍ରା ଖଡ଼୍ଡୀ; କିମ୍ବା+ସଂ. ଅକ୍ଷରୀ) — ବର୍ଣ୍ଣ ଶିକ୍ଷା କରୁଥିବା ପିଲାଙ୍କର ବ୍ୟଞ୍ଜନ ବର୍ଣ୍ଣରେ ଯୁକ୍ତ ହେବା ସ୍ୱରବର୍ଣ୍ଣର ମାତ୍ରାମାନଙ୍କ ଶିକ୍ଷା — The stage when childeren learn to add the signs of vowels to consonants
- ସଂ. ବି (ସଂ. ଦ୍ୱାଦଶ; ପ୍ରା. ବାର+ସଂ. ଖଟ୍ଟୀ; ପ୍ରା ଖଡ଼୍ଡୀ; କିମ୍ବା+ସଂ. ଅକ୍ଷରୀ) — [ଦ୍ର—ପିଲାମାନେ ବ୍ୟଞ୍ଜନ ବର୍ଣ୍ଣ ସଙ୍ଗେ ସ୍ୱର ବର୍ଣ୍ଣ ଓ ଅନୁସ୍ୱାର, ବିସର୍ଗର ଚିହ୍ନ ଯୋଗ କରିବାକୁ ଶିକ୍ଷା କରିବା ରୀତିକୁ ବାର ଖଡ଼ି ବୋଲାଯାଏ ଓ ବ୍ୟଞ୍ଜନ ବର୍ଣ୍ଣରେ ବ୍ୟଞ୍ଜନ ବର୍ଣ୍ଣ ଯୁକ୍ତ କରିବାକୁ ଶିକ୍ଷା କରିବା ରୀତିକୁ ସତର ଫଳା ବୋଲାଯାଏ। କିନ୍ତୁ ବାର ଖଡ଼ିର ସଂଖ୍ୟା ପ୍ରକୃତରେ 12 ନୁହେଁ ବା ସତର ଫଳାର ସଂଖ୍ୟା 17 ନୁହେଁ।] — [ଦ୍ର—ପିଲାମାନେ ବ୍ୟଞ୍ଜନ ବର୍ଣ୍ଣ ସଙ୍ଗେ ସ୍ୱର ବର୍ଣ୍ଣ ଓ ଅନୁସ୍ୱାର, ବିସର୍ଗର ଚିହ୍ନ ଯୋଗ କରିବାକୁ ଶିକ୍ଷା କରିବା ରୀତିକୁ ବାର ଖଡ଼ି ବୋଲାଯାଏ ଓ ବ୍ୟଞ୍ଜନ ବର୍ଣ୍ଣରେ ବ୍ୟଞ୍ଜନ ବର୍ଣ୍ଣ ଯୁକ୍ତ କରିବାକୁ ଶିକ୍ଷା କରିବା ରୀତିକୁ ସତର ଫଳା ବୋଲାଯାଏ କିନ୍ତୁ ବାର ଖଡ଼ିର ସଂଖ୍ୟା ପ୍ରକୃତରେ12ନୁହେଁ ବା ସତର ଫଳାର ସଂଖ୍ୟା17ନୁହେଁ]