ବାର କାନ୍ତା Bāra kāntā

  • ଦେ. ବି (ତୁଳ,. ବାର କନ୍ୟା) — ବେଶ୍ୟା — Public woman; prostitute
  • ଦେ. ବି (ତୁଳ,. ବାର କନ୍ୟା) — ମନ୍ତ୍ରୀ ବୋଲେ ବାରକାନ୍ତାଙ୍କୁ ଡକାଇଲେ ଏକାନ୍ତରେ ତାଙ୍କର କାନରେ କହିଲେ। କୃଷ୍ଣସିଂହ ମହାଭାରତ ବନ।