ବାମାକ୍ଷି Bāmākshi

  • ସଂ. ବି. ପୁଂ. (କର୍ମଧା; ବାମ+ଅକ୍ଷି) — ବାଆଁଆକ୍ଷି — Left eye
  • ବିଣ. (ବହୁବ୍ରୀହି) — ସୁନ୍ଦର ନେତ୍ରବିଶିଷ୍ଟ — Having fine eyes
  • ବିଣ. (ବହୁବ୍ରୀହି) — ଯାହାର ବାଆଁ ଆକ୍ଷିଟି ଅଛି; ବାଆଁ ଆଖିଆ — Left eyed