ବାମା କଣ୍ଠ Bāmā kaṇtha

  • ସଂ. ବି. ( 6 ଷ୍ଠୀ ତତ୍; ବାମା+କଣ୍ଠ) — ସ୍ତ୍ରୀକଣ୍ଠ — Woman's throat
  • ସଂ. ବି. ( 6 ଷ୍ଠୀ ତତ୍; ବାମା+କଣ୍ଠ) — ସ୍ତ୍ରୀର କଣ୍ଠସ୍ୱର — Female tone; female voice