ବାମମାର୍ଗ Bāmamārga

  • ସଂ. ବି. (କର୍ମଧା, ବାମ=ପ୍ରତିକୂଳ, ଅର୍ଥାତ୍ ବେଦବିରୁଦ୍ଧ+ ମାର୍ଗ) — ବେଦବିହିତ (ଦକ୍ଷିଣ) ମାର୍ଗର ପ୍ରତିକୂଳ ତାନ୍ତ୍ରିକ ବିଧି, ଯହିଁରେ ବେଦବିରୁଦ୍ଧ ପଞ୍ଚମକାରଆଦିର ବିଧାନ ଅଛି — The Tantrik rituals (as opposed of the Bedic rituals)