ବାମନ ଜନ୍ମ Bāmana janma

  • ସଂ. ବି — ଭାଦ୍ର ଶୁକ୍ଳଦ୍ୱାଦଶୀରେ ଅନୁଷ୍ଠିତ ପର୍ବ — The religious ceremony observed on the 12th day of the bright fortnight of Bhādra
  • ସଂ. ବି — [ଦ୍ର—ବାମନ ଅବତାରରେ ବିଷ୍ଣୁ ଏଦିନ ଅଦିତିଙ୍କ ଗର୍ଭରୁ ଆବିର୍ଭୂତ ହୋଇଥିଲେ।]