ବାମ କରିବା Bāma karibā

  • ଦେ. କ୍ରି — କୌଣସି ବ୍ୟକ୍ତିକୁ ବାମ ପାଖରେ ରଖି ବସିବା — To sit at the right side of another leaving the left side to him
  • ଦେ. କ୍ରି — ବାମ କରିବି କି କରି ଯେ ମୋ ପ୍ରାଣେଶ୍ୱର— ଭଞ୍ଜ. କୋଟିବ୍ରହ୍ମାଣ୍ଡ ସୁନ୍ଦରୀ।