ବାବୁର୍ ବୁଆ Bābur buā
- ପ୍ରାଦେ. (ସମ୍ବଲପୁର) ବି. ପୁଂ — ପୁରୁଷ ପିଲାର ବାପ; ପୁଅର ବାପ — The father of a male child
- ପ୍ରାଦେ. (ସମ୍ବଲପୁର) ବି. ପୁଂ — [ଦ୍ର—ଏହା ସନ୍ତାନବାନ୍ ପୁରୁଷପ୍ରତି ଅଭିବାଦନସୂଚକ ବାକ୍ୟରୂପେ ଓ ପୁତ୍ରବତୀସ୍ତ୍ରୀର ଆପଣା ସ୍ୱାମୀ ପ୍ରତି ସମ୍ବୋଧନ ବାକ୍ୟରୂପେ ବ୍ୟବହୃତ ହୁଏ।]