ବାବା ଆଦମୀ Bābā ādamī

  • ଦେ. ବି. (ସଂ. ବପ୍ତା+ଫା. ଆଦମୀ) (ସାଧୁ ସନ୍ନ୍ୟାସୀ— ମାନଙ୍କ ପ୍ରତି ବାବା ଶବ୍ଦ ପ୍ରଯୁକ୍ତ ହେବାରୁ) — ଯେଉଁ ବ୍ୟକ୍ତି ସଂସାରର ସବୁ ମାୟାକୁ ଛାଡ଼ି ନିଶ୍ଚିନ୍ତ ହୋଇ ଅଛି; ବିଷୟ ବିରାଗୀ ବ୍ୟକ୍ତି — A person who has cut off all his worldly connections and is care-free