ବାବର୍ ନେଟ୍ Bābar-neṭ

  • ବୈଦେ. ବି.—(ଇଂ. ବବି ନେଟ୍) — ମସାରି ଆଦି ପାଇଁ ବ୍ୟବହୃତ ସରୁ ସରୁ ଛିଦ୍ରଯୁକ୍ତ ଜାଲି କନା — Bobbinet; a stuff of net cloth used for making mosquito curtains