ବାବନା ଭୂତ Bābanā bhūta
- ଦେ. ବି. — ଭୂତ — A ghost
- ଦେ. ବି. — ଭୂତ ପରି ବୁଲୁଥିବା ବ୍ୟକ୍ତି — A wanderer; a wandering person; a person staking like a ghost
- ଦେ. ବି. — ଅମୋକ୍ଷ ପ୍ରେତ ପରି ଅଥୟ ଲୋକ — A restless person (like a spirit)
- ଦେ. ବି. — ଜଗନ୍ନାଥଙ୍କର ରଥଯାତ୍ରା ବେଳେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଗୁଣ୍ଡିଚା ଘରକୁ ଗଲେ ସେହି ଦେଉଳକୁ ଜଗି ରହିବା କଳ୍ପିତ ଭୂତ — The imaginary spirit which guards the Guṇḍichā house during Rath Jatra festival when Jagannāth, Baḻabhadra and Subhadrā restort to and occupy that place