ବାବଦୂକ Bābadūka

  • ସଂ. ବିଣ. ପୁଂ. (ବଦ୍ ଧାତୁ ଯଙ ଲୁଗନ୍ତ ଅର୍ଥାତ୍ ଅତିଶୟାର୍ଥେ ଦ୍ୱିତ୍ୱ—ବାବଦ୍ ଧାତୁ=ଅତିଶୟ କହିବା ବା ବକିବା +ଊକ; ଅଧିକ ବକିବା ଯାହାର ସ୍ୱଭାବ) — ବାଚାଳ; ଗପଡ଼ି — Talkative; babling; garrulous
  • ସଂ. ବିଣ. ପୁଂ. (ବଦ୍ ଧାତୁ ଯଙ ଲୁଗନ୍ତ ଅର୍ଥାତ୍ ଅତିଶୟାର୍ଥେ ଦ୍ୱିତ୍ୱ—ବାବଦ୍ ଧାତୁ=ଅତିଶୟ କହିବା ବା ବକିବା +ଊକ; ଅଧିକ ବକିବା ଯାହାର ସ୍ୱଭାବ) — ବକୃତ ସମ୍ପନ୍ନ — Elpquent (Apte)
  • ସଂ. ବିଣ. ପୁଂ. (ବଦ୍ ଧାତୁ ଯଙ ଲୁଗନ୍ତ ଅର୍ଥାତ୍ ଅତିଶୟାର୍ଥେ ଦ୍ୱିତ୍ୱ—ବାବଦ୍ ଧାତୁ=ଅତିଶୟ କହିବା ବା ବକିବା +ଊକ; ଅଧିକ ବକିବା ଯାହାର ସ୍ୱଭାବ) — ଶାସ୍ତ୍ରଜ୍ଞାନ ସମ୍ପନ୍ନ ହୋଇଥିବାରୁ ଯୁକ୍ତିଯୁକ୍ତ ଆଲୋଚନାକାରୀ (ବ୍ୟକ୍ତି)—(ପ୍ରକୃତିବାଦ) — Learned in the scriptures and reasoning matters elaborately