ବାପର ସାଧ୍ୟ Bāpara sādhya
- ଦେ. (ବାକ୍ୟ) — ନିଜ କ୍ଷମତାର ବହିର୍ଭୂତ କର୍ମ (ଏପରି କି, ପିତାଙ୍କ କ୍ଷମତାର ବହିର୍ଭୂତ କାର୍ଯ୍ୟକୁ ଲକ୍ଷ— କରି ବ୍ୟବହୃତ) — An expression used to denote that a thing is beyond one's power (literally beyond even one's father's power)
- ଦେ. (ବାକ୍ୟ) — (ଯଥା—ମୁଁ ତାହା ନ କରିବାକୁ ମୋ ବାପର ସାଧ୍ୟ ଅଛି ?)