ବାପର ପୁଅ Bāpara pua
- ଦେ. ବି — ପିତାର ସୁସନ୍ତାନ — A good son of a father
- ଦେ. ବି — ଯୋଗ୍ୟ ପିତାର ଯୋଗ୍ୟ ସନ୍ତାନ — A fit son of a fit father
- ଦେ. ବି — ଯେ ଜାରକ ସନ୍ତାନ ନୁହେଁ; ପିତାର ଔରସ ସନ୍ତାନ — 2. The begotten son of a father (not a bastard)
- ଦେ. ବି — (ଯଥା—ତୁ ଯେବେ ବାପର ପୁଅ ହୋଇଥିବୁ ତେବେ ବଂଶ ମର୍ଯ୍ୟାଦା ଟେକି ରଖିବୁ ।