ବାପକ Bāpaka

  • ସଂ. ବିଣ. ପୁଂ—(ବପ୍ ଧାତୁ ଣିଜନ୍ତ. ବାପି ଧାତୁ+କର୍ତ୍ତୃ. ଅକ) — ବପନ କାରୟିତା: ଯେ ଅନ୍ୟଦ୍ୱାରା ମଞ୍ଜି ବୁଣାଏ — Getting seeds sown by another
  • ସଂ. ବିଣ. ପୁଂ—(ବପ୍ ଧାତୁ ଣିଜନ୍ତ. ବାପି ଧାତୁ+କର୍ତ୍ତୃ. ଅକ) — ଯେ ଅନ୍ୟଦ୍ୱାରା ଲୁଗା ବୁଣାଏ — Getting a cloth woven by another