ବାପ ଅଜାଙ୍କ ନାଆଁ ରଖିବା Bāpa ajāṇka nā-āñrakhibā

  • ଦେ. କ୍ରି — ଆପଣାର ଯୋଗ୍ୟତା ବା ଭଲ କାର୍ଯ୍ୟଦ୍ୱାରା ବଂଶ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା — To maintain one's family reputation by one's good conduct