ବାପ ଅଜାଙ୍କ ନାଆଁ ପକାଇବା Bāpa ajāṅka nā-āñ pakāibā

  • ଦେ. କ୍ରି. — ମନ୍ଦ ବା ନିନ୍ଦିତ କାର୍ଯ୍ୟଦ୍ୱାରା ପିତୃ ପିତାମହଙ୍କ ସୁନାମରେ କଳଙ୍କ ଲଗାଇବା — To cast a slur on one's own family reputation; to spoil the good name of one's ancestors by one's evil actions