ବାନ୍ଧେଣୀ Bāndheṇī
- ଦେ. ବି. (ସଂ. ବନ୍ଧନୀ) — ବନ୍ଧନ — Binding
- ଦେ. ବି. (ସଂ. ବନ୍ଧନୀ) — ତୋର କରୁଣା ଆଜ୍ଞା ଶୁଣି ତେବେ ସେ ଫେଡ଼ିବୁ ବାନ୍ଧେଣୀ । ଭୂପତିପ୍ରେମପଞ୍ଚାମୃତ ।
- ଦେ. ବି. (ସଂ. ବନ୍ଧନୀ) — ବନ୍ଧା ହେବା ଅବସ୍ଥା — State of being bound
- ଦେ. ବି. (ସଂ. ବନ୍ଧନୀ) — ଗ୍ରନ୍ଥି — Knot
- ଦେ. ବି. (ସଂ. ବନ୍ଧନୀ) — କାରାବନ୍ଧନ — Confinement; imprisonment
- ଦେ. ବି. (ସଂ. ବନ୍ଧନୀ) — ବନ୍ଧନ ରଜ୍ଜୁ; ଛୋଟ ଦଉଡ଼ି — Small string
- ଦେ. ବି. (ସଂ. ବନ୍ଧନୀ) — ଛନ୍ଦଣୀ; ଛନ୍ଦ ଦଉଡ଼ି; ମେଣ୍ଢା ଓ ବାଛୁରୀ ଆଦିଙ୍କୁ ବାନ୍ଧିବାର ଛୋଟ ଦଉଡ଼ି — Tying string