ବାନ୍ଧି Bāndhi

  • ଦେ. ବି—(ପାନବରଜୀ ଭାଷା) — ପ୍ରଥମେ ପାନ ଲଗା ହେବା ପୂର୍ବରୁ ପାନ ଲତା ପୋତାଯିବା ପାଇଁ ବରଜ ମଧ୍ୟରେ ଦିଆ ଯିବା ହୁଡ଼ା — The low ridges raised inside a betel Plantation on which bitel creepers are first Planted