ବାନ୍ଧି ରଖିବା Bāndhi rakhibā
- ଦେ. କ୍ରି — କୌଣସି ବ୍ୟକ୍ତିକୁ ବା ବସ୍ତୁକୁ ଆବଦ୍ଧ କରିବା ବା ବନ୍ଦ କରି ରଖିବା — To shut up a thing or person
- ଦେ. କ୍ରି — (ଲକ୍ଷଣାର୍ଥ) ଆପଣାର ସମ୍ପୂର୍ଣ୍ଣ ଅକ୍ତିଆରରେ ରଖିବା — (figurative) To keep a thing or person under one's complete control