ବାନ୍ଧି ମାରିବା Bāndhi māribā

  • ଦେ. କ୍ରି. (ପ୍ରଥମେ ବାନ୍ଧିବା ପରେ ମାରିବା) — କୌଣସି ବ୍ୟକ୍ତିକୁ ବା ଜୀବକୁ ବନ୍ଧନ ପୂର୍ବକ ପ୍ରହାର କରିବା — To beat a person or beast after binding him down
  • ଦେ. କ୍ରି. (ପ୍ରଥମେ ବାନ୍ଧିବା ପରେ ମାରିବା) — ବାନ୍ଧି ମାଇଲେ ଯେ, ଧରି ମାଇଲେ ସେ—ଢଗ ।