ବାନ୍ଧବ Bāndhaba
- ସଂ. ବି.—(ବନ୍ଧୁ+ସ୍ୱାର୍ଥେ. ଅ) — ସୁହୃଦ୍; ମିତ୍ର; ବନ୍ଧୁ — Friend
- ସଂ. ବି.—(ବନ୍ଧୁ+ସ୍ୱାର୍ଥେ. ଅ) — ସ୍ୱଜନ; ଆତ୍ମୀୟ — Relative
- ସଂ. ବି.—(ବନ୍ଧୁ+ସ୍ୱାର୍ଥେ. ଅ) — ଅସଗୋତ୍ର ସୃଜନ; ବିବାହାଦିଦ୍ୱାରା ଯେଉଁମାନଙ୍କ ସଙ୍ଗେ ଆତ୍ମୀୟତା ଜାତ ହୋଇଥାଏ — 2. Relations by marriage; a cognate
- ସଂ. ବି.—(ବନ୍ଧୁ+ସ୍ୱାର୍ଥେ. ଅ) — [ଦ୍ର—ଜୋଇଁ, ଭଣଜା, ମାମୁ, ମଉଷା, ପିଉସା ପ୍ରଭୃତିଙ୍କୁ ବାନ୍ଧବ କୁହାଯାଏ ।]