ବାନ୍ଦରା Bānda rā

  • ଦେ. ବିଣ. ପୁଂ — ଅସୁନ୍ଦର (ପୁରୁଷ) — Ugly-looking (male)
  • ଦେ. ବିଣ. ପୁଂ — ଅସୁନ୍ଦରରୂପେ କାର୍ଯ୍ୟ କରିବା (ଯଥା—ଲେଖିବା) (ବ୍ୟକ୍ତି) — Untidy (person)
  • ଦେ. ବିଣ. ପୁଂ — ଅସୁନ୍ଦରରୂପେ (ଯଥା—ମୋଟ ଅକ୍ଷର, ଲେଖିବା, ଲେଖାରେ ବହୁ— ସ୍ଥାନରେ କାଳି ପକାଇବା) ଲେଖା ହୋଇଥିବା — Clumsy (Writing)
  • ଦେ. ବିଣ. ପୁଂ — ଅପରିଚ୍ଛନ୍ନ (ବ୍ୟକ୍ତି) — Slovenly